Skip to main content

Posts

ଜୟ ଶ୍ରୀ ରାମ / ଶ୍ରୀ ରାମଚନ୍ଦ୍ରଙ୍କ ଦିବ୍ଯଲୀଳା / Jay Sri Ramchandra

ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ପବିତ୍ର ଲୀଳା ଆଜି ମଧ୍ୟ ସମସ୍ତଙ୍କ ମନରେ ଉଜ୍ଜୀବିତ। ଦୁର୍ନୀତି , ପାପର ବିକାଶକାରୀ ରୂପେ ସେ ଆଜି ସମସ୍ତଙ୍କ ମନରେ ପୂଜନୀୟ। ମର୍ଯ୍ଯାଦା ପୁରୁଷ       ନୁହେ ମୁ ସନ୍ତୋଷ   ନ ପାଇ ତୁମରି ପ୍ରେମ, ଦୁନିଆର ଦ୍ବନ୍ଦ         ଅଛି ଯେତେ ଛନ୍ଦ   ଛନ୍ଦେ ଭକତି କରମ,                                   ପ୍ରଭୁ ଜୟ ଶ୍ରୀରାମ ହେ ଜୟ ଶ୍ରୀ ରାମ ତୁମ ବିନା ପ୍ରଭୁ        ମିଳିଗଲେ ସବୁ    ବ୍ୟର୍ଥ ମୋହରି ଜନମ, ଭକ୍ତିରେ ତୁମରି       ଦୁଃଖ ଯାଏ ହରି      ଆନନ୍ଦ ମିଳେ ଅସୀମ,                                 ପ୍ରଭୁ ଜୟ ଶ୍ରୀ ରାମ , ପ୍ରଭୁ ଜୟ ଶ୍ରୀ ରାମ ଏ ଭବସାଗର         ଅଶାନ୍ତର ନୀର        ମିଳେନା ତା ଉପସମ, ତୁମ ଆର୍ଶିବାଦ        ହଟାଏ ବିପଦ     ଅଶାନ୍ତ ହୁଏ ଅନ୍ତିମ,                                   ପ୍ରଭୁ ଜୟ ଶ୍ରୀ ରାମ ହେ ଜୟ ଶ୍ରୀ ରାମ                           ମହେଶ୍ୱର କବି କବିତା କବିତା ପଢିପାରିବା ପରେ ନିଜର ମତାମତ ନିଶ୍ଚୟ ରଖନ୍ତୁ। ଧନ୍ଯବାଦ୍ ଆପଣ ମଧ୍ୟ ନିଜ ପରିଜନଙ୍କୁ କବିତା ମାଧ୍ୟମରେ ଶୁଭେଚ୍ଛା ଦେଇପାରିବେ। ଆମ ସହ ଯୋଗାଯୋଗ କରନ୍ତୁ। Whatsapp :- 9777719416 contact :- 8917237528
Recent posts

🙏 ଜୟ ଜୟ ମହାବୀର 🙏 / Odia Hanuman Bhajan / Hanuman Bhajan Odia Song / Maheswar Kabi

🙏 ଜୟ ଜୟ ମହାବୀର 🙏 / Odia Hanuman Bhajan / Hanuman Bhajan Odia Song / Maheswar Kabi Thia is a odia shayari or odia bhajan song dedicate on Lord Hanuman. I write odia kabita but this is a odia bhajan song on Shree Mahabir . I am Maheswar Kabi       I am an odia poet. Write some of odia poems and songs on Love and many more Odia bhajan. Welcome to my blog. To support my work subscribe my blog and you get new odia bhajan shayari , odia poems , odia kabita. 🙏 ଜୟ ଜୟ ମହାବୀର 🙏 ଆହେ ହନୁମାନ ତୁମେ ଜ୍ଞାନର ସାଗର , ଅନ୍ଧାରରେ ଆସିଥାଏ ତୁମ ଉଜାଗର , ପୂଜନୀୟ ତୁମେ ଏହି ସଂସାର ଯାକର , ଜୟ ଜୟ ମହାବୀର , ଜୟ ମହାବୀର।   1 ଥରାଇ ଦେଲ ହେ ରାବଣର ଲଙ୍କାପୁର , ସୀତା ମାତାଙ୍କୁ ଦେଲ ସୂଚନା ରାମଙ୍କର , ଏକ ଲମ୍ପରେ ଲଙ୍ଘିଲ ବିଶାଳ ସାଗର , ଲଙ୍କାରେ ପଶିଲ ନେଇ କି ସୂକ୍ଷ୍ମ ଆକାର , ଅଟେ ଅପାର ଅନନ୍ତ କରୁଣା ତୁମର ,        ଜୟ ଜୟ ମହାବୀର , ଜୟ ମହାବୀର ,,       2   ରାମଙ୍କର ପ୍ରିୟ ତୁମେ ଅଟ ଅମର , ତୁମ ନାମ ନେଲେ ଦୂର  ହୋଇଯାଏ ଡର , ଭକ୍ତ ଶ୍ରେଷ୍ଠ ଆହେ ଭକତ ପ୍ରବର , ଅତୀବ ପବିତ୍ର ଲାଗେ ତୁମରି ମନ୍ଦିର , ଶିରରେ ରଖିଥାଅ ଆର୍ଶିବାଦ ତୁମର ,           ଜୟ ଜୟ ମହା

🙏 ବାପା ଥିଲେ ଘର ସରଗପୁର 🙏 / My Father is my world / Father's day Special Latest Odia Shayaries♥️♥️

My Father is My World :- A Father is the world of every child. Child is everything for  a Father also. These odia Shayaries♥️♥️ explain love of a Father.  ତୁମ ବିନା ସାରା ଦୁନିଆ ଅନ୍ଧାର, ଆଣିଛ ଖେଳନା ଅନେକ ପ୍ରକାର, ତୁମ ପାଇଁ ରୁଟି ପାଏ ମୋ ଉଦର, ହସି ଉଠେ ଆମ ସୁନା ପରିବାର,                     ବାପା ଥିଲେ ଘର ସରଗପୁର,,,, ହାତ ଧରି ଦେଖାଇଲ ଏ ସଂସାର, ହୃଦୟ ତୁମର ଅତୀବ ସୁନ୍ଦର, ବାପା ତୁମେ ମୋର ଜୀବନ୍ତ ଠାକୁର, ମନରେ ମୁ ପୂଜା କରୁଛି ତୁମର,                      ବାପା ଥିଲେ ଘର ସରଗପୁର,,,, ତୁମର ଆୟୁଷ ବଢାନ୍ତୁ ଇଶ୍ବର, ସବୁଦିନ ରହିଥାଅ ସାଥେ ମୋର, ଲୋଡା ନାହିଁ ହୀରା , ମାଣିକ ସମ୍ଭାର,  ବାପାଙ୍କୁ ମୋର ଖୁସି ଦିଅ ଇଶ୍ବର,                     ବାପା ଥିଲେ ଘର ସରଗପୁର,,,, କରିଛ ଆଖିରେ ଶାଶନ ତୁମର, ମନ ତୁମର ସେନେହର ଭଣ୍ଡାର, ସୁଜି ପାରିବିନି କରଜ ତୁମର, ତୁମ ପାଇଁ ବନ୍ଧକ ଜୀବନ ମୋର,                   ବାପା ଥିଲେ ଘର ସରଗପୁର,,,, ସାଇକେଲରେ ନେଇଛ ବହୁ ଦୂର, କାନ୍ଧରେ ବସି  ଦେଖେ ପରବ ଗାଁର, ସହିଅଛ ଅନେକ ଦୁଷ୍ଟାମି ମୋର, ବାପା ତୁମେ ସବୁଠାରୁ ଆପଣାର,                       ବାପା ଥିଲେ ଘର ସରଗପୁର,,,, ସରଗଠୁ ବଡ ତୁମର ସଂସ୍କାର , ଭୁଲିବିନି ଥିବା ଯାଏ ଜୀବନ ମୋର,                 

🙏 ରଥରେ କାଳିଆ 🙏 / Odia Latest Jagannath Bhajana / Rathayatra Special Wish / Sri Jagannath Shayari / Maheswar Kabi Kabita

Sri Jagannath  :- Rathayatra is very popular festival in odisha. All over world devote of lord jagannath. This Odia Shayari or Odia Jagannath Bhajan is special dedicated to my Supreme Lord Jagannath.     🙏 ରଥରେ କାଳିଆ 🙏 ଭକତ ଗହଣେ କାଳିଆ ଠାକୁର      ଯାଉଛି ମାଉସୀ ଘର, ଦେଖା ଦେଲ ଆସି ଏ ବଡ ଦାଣ୍ଡରେ       ଛାଡିକି ବଡ ଦେଉଳ। ପ୍ରଭୁ ତୁମେ ଭକତ ଭାବରେ ବନ୍ଧା       ଭକତର ପ୍ରାଣଧନ, ପହଣ୍ଡି ତୁମର ଦେଖିକି ନୟନେ     ଧନ୍ଯ ହେଲା ମୋ ଜୀବନ। ଦରଶନ ଦେଲ ଆହେ ଚକାଡୋଳା       ରତ୍ନ ସିଂହାସନ ଛାଡି, ମାଉସୀ ଘରକୁ ଯିବା ତ ବାହାନା       ନନ୍ଦିଘୋଷ ଯାଏ ମାଡି। ତୋ ପାଇଁ ରଚିତ ହଜାରେ ଜଣାଣ      ହଜାରେ ହଜାରେ ଗୀତ, ଏ ଦୁନିଆ ମୋହ ମାୟା ସବୁ ମିଛ       ପ୍ରଭୁ ତୁମେ ଏକା ସତ। କୋଟି ଭକତର ହୃଦୟ ଠାକୁର     ଆହେ ମୋ କଳାସାଆନ୍ତ, ତୁମରି କରୁଣା ତୁମରି ଆଶିଶ      ଅଟେ ଅପାର ଅନନ୍ତ। ବରଷରେ ଥରେ ଭକତ ଗହଣେ       ଆସୁଛନ୍ତି ମହାପ୍ରଭୁ, ରଥ ଯାତରାରେ ମହାପ୍ରଭୁଙ୍କର       ଦିବ୍ଯଦର୍ଶନ ପାଇବୁ। ତୁମ ଇଶାରାରେ ସୁରୁଜ ଚନ୍ଦ୍ରମା      ହେଉଛନ୍ତି ଆତଯାତ, ତୁମ ଚରଣରେ ଏହି ଅଧୀନର      କୋଟି କୋଟି ପ୍ରଣିପାତ। You tube :- Maheswar Kabi Kabita ଆପଣଙ୍କ ହୃଦୟର ଭାଷାକୁ କବିତାରେ ପ୍ରକାଶ କରି ପ୍ରିୟଜନଙ୍କୁ ଶୁ

🙏 ବିଦାୟ ସୁଶାନ୍ତ ସିଂ ରାଜପୁତ୍ 🙏Odia Shayari Dedicated to a Great & Young Bollywood Actor Sushant Singh Rajput

Tribute By Odia Shayari :- Thia Odia Shayari is Special dedicated to Great & Young Actor Sri Sushant Singh Rajput. Few weeks before he cames in depression and recently he take final decesion about life. It is so sad to loss him. This Odia poem or Odia Shayari Special dedicated to him. Thanks them to entrainment us give some Life Lesson. 😣 ବିଦାୟ ସୁଶାନ୍ତ ସିଂ ରାଜପୁତ୍ 😣 ବେଳେବେଳେ ଗଛର କଞ୍ଚା ପତ୍ର ଝଡିଯାଏ ପାଠ ପଢଉଥିବା ଗୁରୁଜୀ ପାଠ ଭୁଲିଯାଏ ହେଲେ ଅନେକ ଭରସା ଥିଲା ତୁମ ଉପରେ କିନ୍ତୁ ତୁମେ କାହିଁକି ରହିଲନି ଆମ ସାଥିରେ ? ତୁମେ ଥିଲ ଆକାଶର ଜୀଅନ୍ତା ତାରା କେମିତି ଛାଡିଦେଲ ଏ ସୁନ୍ଦର ଧରା ତୁମ ଚରିତ୍ରରେ ବଢେଇଥିଲ ଆମ ସାହାସ ମଜବୁତ୍ ହୋଇଥିଲା ଆମ ଆତ୍ମବିଶ୍ବାସ ନିଜର କଥାକୁ ନିଜେ ଭୁଲିଗଲ ଆମ ସଭିଙ୍କୁ ପର କରି ଚାଲିଗଲ ଅଲୋଡା ଲାଗିଲା କି ଆମର ଏ ଦୁନିଆ ଏତେ ଶୀଘ୍ର ଛାଡି ଚାଲିଗଲ କିଆଁ ? କେମିତି ହେଲ ତୁମେ ଏତେ ନିରାଶ ? ତୁମେ ତ ସଭିଙ୍କୁ ଦିଅ ବିଶ୍ବାସ। ତୁମ ପାଇଁ ଆଜି ଦୁଃଖି ତୁମ ପରିଜନ , ମିତ ଏ ସବୁ ଲାଗେ ମିଛ , ଲାଗୁନାହିଁ ଯମା ସତ Thank you so much to read our Kabita / Odia poem. For this type of odia Shayaries♥️♥️ you can subscribe to our

🤗 ଫିକା ଫିକା ରଜ 🤗 / Odia Raja Special Shayaries♥️♥️ / Odia Raja Kabita by Maheswar Kabi

Odia Raja Festival :- The Raja Fesival is very popular festival in Odisha. Everybody in this festival enjoy these four days of celebraion. We make some interesting Odia Raja Special Shayaries♥️♥️. You can give your loves to these Shayari and kabita. You can send these shayari to your Friends , Relatives or your loved one ( Boyfriend or Girlfriend ). Odia Raja Festival :- The Raja Fesival is very popular festival in Odisha. Everybody in this festival enjoy these four days of celebraion. We make some interesting Odia Raja Special Shayaries♥️♥️. You can give your loves to these Shayari and kabita. You can send these shayari to your Friends , Relatives or your loved one ( Boyfriend or Girlfriend ). Odia Raja Festival :- The Raja Fesival is very popular festival in Odisha. Everybody in this festival enjoy these four days of celebraion. We make some interesting Odia Raja Special Shayaries♥️♥️. You can give your loves to these Shayari and kabita. You can send these shayari to your Friends

🙏 ଓଁ ଜୟ ଜଗଦୀଶ ହରେ 🙏 /Odia Lord Jagannath Bhajan / New Odia Bhajan of Jay Jagannath By Maheswsr Kabi

Sri Jagannath :- This is the newest and Unique Odia Bhajan. In Odisha and outer Odisha and India , many more People knows that Sri Jagannath is the Supreme of our World. This Bhajan is purely Dedicated to Our Supreme. Thanks to read my Poem. To more Odia Bhajan you can check our Lebels and find More Odia shayari and odia bhajan. Thank you..... Enjoy the Spiritual Odia Bhajan... କଳାଠାକୁର ଅଣସର ଘରେ , କମ୍ପୁଛନ୍ତି ମହାପ୍ରଭୁ ଜରରେ , ସଭିଙ୍କ ଦୁଃଖ ଯିଏ ଦୂର କରେ, ପାଉଛି କଷ୍ଟ ସେ ପଡି ଜରରେ,    ଦୁନିଆ ଚାଲୁଛି ତା ଭରସାରେ,                        ଓଁ ଜୟ ଜଗଦୀଶ ହରେ,,,, ପାଖରେ ଥାଇ ବି କେତେ ଦୂରରେ, ଆସ ହେଲେ ଥରେ ମୋ ସପନରେ, ରହିଗଲ ଘର କରି ମନରେ, ଭକତି ଭରିଦିଅ ହୃଦୟରେ, ମନ ଲାଗିଥାଉ ଶ୍ରୀଚରଣରେ, ଚତୁର୍ଥା ମୁରତି ହୃଦୟ ହରେ,                         ଓଁ ଜୟ ଜଗଦୀଶ ହରେ,,,, ଶାନ୍ତି ଭରିଦିଅ ସାରା ମହିରେ, ରୁହନ୍ତୁ ସବୁ ମହା ଆନନ୍ଦରେ, ଏତିକି ବିନତୀ ତୋ ଚରଣରେ, କେହି ନ ରହୁ ଭୋକ ଉପାସରେ, ଏତିକି ଆର୍ଶିବାଦ ରଖ ଶିରରେ, ସଭିଙ୍କ ସୁଖ ଦୁଃଖ ମୁ ଦେଖିପାରେ,                        ଓଁ ଜୟ ଜଗଦୀଶ ହରେ,,,, ଦେଖ ଦୁନିଆ ଚକା ନୟନରେ, ଭରିଛ ଭକତି ନିଜ ସୃଷ୍ଟିରେ,

👽 ନା ତା'ର କରୋନା 👽 // Very Bad Side Effect of Corona / Odia Shayari on Corona / Corona kabita

         Corona Is Dangerous For Poor People :- In our Society Lockdown is not same for all. In our state i.e. Odisha is in very dangerous in poor condition and follows the rule of Lockdown to avoid Corona Virus. This Odia Shayari or Odia kabita explain about the condition of Poor people in our Odisha and our Country. For details read my Poem.  Thank you 👽 ନା ତା'ର କରୋନା 👽 ମିଡିଆ କହୁଅଛି କରୋନାକୁ ଡରନା, ଘରେ ହିଁ ବସିରୁହ ବାହାରକୁ ଯାଅନା। କରୋନା ରୋଗ ନୁହେଁ ଏତେ ବି ଭୟଙ୍କର, ଯେଉଁ ଭାବରେ ହେଉଅଛି ଏହା ପ୍ରଚାର। ଏ ରୋଗ ଭଲ ହୁଏ ନ ପାଇଁ ଉପଚାର, ସବୁଠାରୁ କମ୍ ଏହାର ମରଣ ହାର। ଡରିକି ହୁଅନା ନିଜ କାମରୁ ବିରତ, ଏହି ରୋଗ ସହ ଆମେ ରହିବା ଜୀବିତ, ଦୁର୍ବଳ ହେଉଅଛି ଆମ ଦେଶର ଉନ୍ନତି, ଧିରେ ଧିରେ ହେଉଅଛି ଆମ ଅବନତି, କୋଟି କୋଟି ଲୋକ ହରାଇଲେ ରୋଜଗାର, କରୋନା ରୋଗଠୁ ଶହେ ଗୁଣା ଭୟଙ୍କର। ବିଗିଡି ଗଲାଣି ବ୍ଯବସ୍ଥା ଆହେ ସରକାର, ଅତିଶୀଘ୍ର କରିବାକୁ ହେବ ଉପଚାର। ସଭିଙ୍କ ମନରୁ ଡର ଯେବେ ବି ହଟିବ, ତେବେ ଯାଇ ଆମ ଅର୍ଥନୀତି ସୁଧୁରିବ, ଶ୍ରମିକ ହାତରୁ ଯଦି କାମ ଚାଲିଯିବ , ତେବେ ସେ ତା ପରିବାର କେମିତି ପୋଷିବ। ଯଦି ଚାରିଆଡେ କାମ ଅଟକି ରହିବ, ଆମ ଦେଶର ଉନ୍ନତି କେମିତି ହୋଇବ। ଏ ର